Home Oriya Odia Dictionary

Download Oriya Odia Dictionary APP

Yogi Oriya Odia Meaning

ଯୋଗୀ

Definition

ଯାହାର ଆତ୍ମଜ୍ଞାନ ଅଛି
ଗୋରଖପନ୍ଥୀ ସାଧୁ
ଯାହାକୁ ଆତ୍ମଜ୍ଞାନ ହୋଇଛି
ଯେ ଯୋଗରେ ନିପୁଣ

Example

ଆତ୍ମଜ୍ଞାନୀ ଶଙ୍କରାଚାର୍ଯ୍ୟ ହିନ୍ଦୁ ଧର୍ମର ପୁନରୁଦ୍ଧାର କଲେ
ଆମ ଗାଆଁକୁ ଜଣେ ବହୁତ ବଡ଼ ଯୋଗୀ ଆସିଛନ୍ତି
ବଡ଼ବଡ଼ ଆତ୍ମଜ୍ଞାନୀ ବି ଈଶ୍ୱରଙ୍କର ଦର୍ଶନପାଇଁ ଲାଳାୟିତ ରହନ୍ତି
ଯୋଗୀ ଜଣକ ଯୋଗ ସାଧନା କରୁଛନ୍ତି