Home Oriya Odia Dictionary

Download Oriya Odia Dictionary APP

Zany Oriya Odia Meaning

ଅଶିଷ୍ଟ, ଅସଭ୍ୟ, ନିର୍ବୋଧ

Definition

ଯାହା ବାଜେକଥାରେ ପୂର୍ଣ୍ଣ
ଯାହାର କିଛି ପାଗଳାମି ବା ଉନ୍ମାଦଭାବ ଅଛି
ନିଜ କଥାରେ ଲୋକମାନଙ୍କୁ ହସାଉଥିବା ବ୍ୟକ୍ତି
ବିନା ମତଲବରେ

Example

ବାଜେକଥା କୁହନାହିଁ
ସେ ଜଣେ ପାଗଳ ବ୍ୟକ୍ତି
ଭିଣୋଇ ବଡ଼ ଥଟ୍ଟାଳିଆ ବ୍ୟକ୍ତି
ଶ୍ୟାମ କୋଠରୀରେ ବେକାରରେ ହଇରାଣ କରୁଛି